Advertisement

Allegation and Mixture in odia , short tricks, basic concept in odia by odisha tutorial

Allegation and  Mixture in odia , short tricks, basic concept in odia by odisha tutorial Allegation and Mixture in odia , short tricks, basic concept in odia by odisha tutorial
1.In what ratio must a grocer mix two varieties of tea costing Rs 15 and Rs 20 per kg respectively so as to get a mixture worth Rs 16.50 per kg? ଜଣେ ଦୋକାନୀ ଦୁଇଟି ଭେରାଇଟି ର ଚା ଗୋଟିଏ 15 ଟଙ୍କା ପ୍ରତି କି.ଗ୍ରା ଏବଂ ଅନ୍ୟଟି 20 ଟଙ୍କା ପ୍ରତି କି.ଗ୍ରା କୁ କେତେ ଅନୁପାତରେ ମିଶ୍ରଣ କରିବ ଯାହା ଫଳର ସେ ମିଶ୍ରଣ ର ମୂଲ୍ୟ କୁ 16.50 ପ୍ରତି କି.ଗ୍ରା ହେବ :
(a) 3:7 (b) 5 7 (c) 7:3 (d) 7:5
2. In what ratio must a grocer mix teas worth Rs 60 a kg and Rs 65 a kg so that by selling the mixture at Rs 68.20 a kg, he may gain 10% ? (S.S.C. 200)
ଜଣେ ଦୋକାନୀ ଦୁଇଟି ଭେରାଇଟି ର ଚା ଗୋଟିଏ 60 ଟଙ୍କା ପ୍ରତି କି.ଗ୍ରା ଏବଂ ଅନ୍ୟଟି 65 ଟଙ୍କା ପ୍ରତି କି.ଗ୍ରା. କୁ କେତେ ଅନୁପାତରେ ମିଶ୍ରଣ କରିବ ଯାହା ଫଳର ସେ ମିଶ୍ରଣ କୁ 16.50 ପ୍ରତି କି.ଗ୍ରା ରେ ବିକ୍ରି କରିବ ଏବଂ 10% ଲାଭ ପାଇବ ?
(a) 3:2 (b) 3:4 (c) 3:5 (d) 4:5
3. A can contains a mixture of two liquids A and B in the ratio 7: 5. When 9 liters of mixture are drawn off and the can is filled with B, the ratio of A and B becomes 7: 9. How many liters of liquid A was there in the can initially?
(d) 25 liters (c) 21 liters (b) 20 liters (a) 10 liters:
ଗୋଟିଏ ମିଶ୍ରଣ ରେ A ଏବଂ B ର ଅନୁପାତ 7:5 । ଯେତେବେଳେ 9 ଲିଟର ମିଶ୍ରଣ ବାହାର କରାଯାଏ ଏବଂ ପୁଣି ସେଥିରେ B ଦ୍ଵାରା ପୁରଣ କରା ଯାଏ , ଯାହା ଫଳରେ ମିଶ୍ରଣରେ A ଏବଂ B ର ଅନୁପାତ 7:9 ହୁଏ । ତେବେ ମିଶ୍ରଣ ରେ A ର ପରିମାଣ କେତେ ଥିଲା
4. In what ratio must water be mixed with milk to gain 10% by selling the mixture at cost price?? କେତେ ଅନୁପାତରେ ପାଣି କୁ କ୍ଷିର ସହିତ ମିଶ୍ରଣ କରାଯିବ ଯାହାଫଳରେ ମିଶ୍ରଣ କୁ କ୍ରୟ ମୂଲ୍ୟ ରେ ବିକ୍ରି କଲେ 10% ଲାଭ ହେବ :
5. In what ratio must water be mixed with milk to gain 162/3 % on selling the mixture at cost price? (L.I.C. 2002
(a) 1:6 (c) 4:3 (d) 6:1 (b) 2:3
କେତେ ଅନୁପାତରେ ପାଣି କୁ କ୍ଷିର ସହିତ ମିଶ୍ରଣ କରାଯିବ ଯାହାଫଳରେ ମିଶ୍ରଣ କୁ କ୍ରୟ ମୂଲ୍ୟ ରେ ବିକ୍ରି କଲେ
162/3 % ଲାଭ ହେବ ।
5. A dishonest milk man purchase at Rs 10 per liter and mixed 5 liter to this and sold it at Rs 10 per liter. Then he show that he gain 20%. Find the quantity of milk that he bought? ଜଣେ ଅସାଧୁ କ୍ଷୀର ବିକ୍ରେତା ଲିଟର କୁ 10 ଟଙ୍କାରେ କ୍ରୟ କରେ ଏବଂ ସେଥିରେ 5 ଲିଟର ପାଣି ମିଶାଇ ଲିଟର କୁ 10 ଟଙ୍କାରେ ବିକ୍ରି କଲା ଏବଂ ଦେଖିଲା ଜେ ସେ 20% ଲାଭ କରୁଛି । ତେବେ ସେ କେତେ କି.ଗ୍ରା . କ୍ଷୀର କିଣିଥିଲେ ?
6. A dishonest milk man purchase at Rs 10 per liter and mixed 5 liter to this and sold it at Rs 12 per liter. Then he show that he gain 30%. Find the quantity of milk that he bought? ଜଣେ ଅସାଧୁ କ୍ଷୀର ବିକ୍ରେତା ଲିଟର କୁ 10 ଟଙ୍କାରେ କ୍ରୟ କରେ ଏବଂ ସେଥିରେ 5 ଲିଟର ପାଣି ମିଶାଇ ଲିଟର କୁ 12 ଟଙ୍କାରେ ବିକ୍ରି କଲା ଏବଂ ଦେଖିଲା ଯେ ସେ 30% ଲାଭ କରୁଛି । ତେବେ ସେ କେତେ କି.ଗ୍ରା . କ୍ଷୀର କିଣିଥିଲେ ?
7. A milk man purchase at Rs 6.4 per liter. He added water and sold it at Rs 8 per liter. Then he show that he gain 37.5%. Find the ratio of milk and water ? ଜଣେ କ୍ଷୀର ବିକ୍ରେତା ଲିଟର କୁ 6.40 ଟଙ୍କା ରେ କ୍ରୟ କରେ ଏବଂ ସେଥିରେ କିଛି ପାଣି ମିଶେଇ ଲିଟର କୁ 8 ଟଙ୍କା ରେ ବିକ୍ରି କରେ, ଯାହା ଫଳରେ 37.5% ଲାଭ କରେ । ତେବେ କ୍ଷୀର ଏବଂ ପାଣିର ଅନୁପାତ ନିର୍ଣ୍ଣୟ କର ?

tutorial

Post a Comment

0 Comments